ଓଡ଼ିଶା ଭାସ୍କର: ଜ୍ୟେତିଷଶାସ୍ତ୍ର ଅନୁସାରେ, ୨୩ ନଭେମ୍ବର ଦିନ କିଛି ରାଶିମାନଙ୍କ ପାଇଁ ରହିବ ଖାସ । ଏହି ଦିନ ସେମାନଙ୍କ ଜୀବନରେ ନୂଆ ଆଶା ଏବଂ ଆକାଂକ୍ଷାକୁ ନେଇ ଆସିବ । ପାରିଶ୍ରମିକ ଫଳ ମିଳିବ । ଅଟକିଥିବା କାର୍ଯ୍ୟ ପୂରଣ ହେବ ଏବଂ ଆର୍ଥିକ ସ୍ଥିତି ପରିବର୍ତ୍ତନ ହେବ । ଗ୍ରହମାନଙ୍କ ଶୁଭ ସ୍ଥିତି ଏହି ରାଶିମାନଙ୍କୁ ସଫଳତା ଆଡକୁ ନେଇଯିବ । ଆସନ୍ତୁ ଜାଣିବା..
ମେଷ ରାଶିର ଲୋକଙ୍କ ପାଇଁ ୨୩ ନଭେମ୍ବର ଶୁଭ ରହିବ । ନୂଆ ଯୋଜନାଗୁଡିକରେ ସଫଳତା ମିଳିବ । କ୍ୟାରିୟରରେ ଉନ୍ନତି ପାଇଁ ଯୋଗ ରହିବ । ଧନ ଲାଭର ସଂକେତ ରହିଛି ।
ସିଂହ ରାଶିର ଲୋକଙ୍କ ପାଇଁ ଏହି ଦିନ ଭାଗ୍ୟଶାଳୀ ପ୍ରମାଣିତ ହେବ । ଅଟକିଥିବା କାର୍ଯ୍ୟ ପୂରଣ ହୋଇପାରେ । ପରିଶ୍ରମରେ ଫଳ ମିଳିବ ।
ତୁଳା ରାଶିର ଲୋକେ ନିଜର ରଚନାତ୍ମକତାରୁ ସଫଳତା ହାସଲ କରିବେ । ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାର ଏହା ଇଚିତ ସମୟ । ଧନର ଆଗମନ ସହ ପରିବାରରେ ରହିବ ଖୁସିର ପରିବେଶ ।
ମକର ରାଶିର ଲୋକଙ୍କ ପାଇଁ ୨୩ ନଭେମ୍ବର ବିଶେଷ ଉପଲବ୍ଧକୁ ନେଇ ଆସିବ । କ୍ୟାରିୟରରେ ପ୍ରମୋଶନ ଏବଂ ଆର୍ଥିକ ଲାଭ ସମ୍ଭବ ରହିବ । ପୁରୁଣା ବିବାଦର ସମାଧାନ ହୋଇପାରେ ।
ମୀନ ରାଶିର ଲୋକଙ୍କ ପାଇଁ ଆଜିର ଦିନ ନୂଆ ଆରମ୍ଭ କରିବା ପାଇଁ ଶୁଭ ରହିବ । ବିଦେଶ ଯାତ୍ରାର ଯୋଗ ରହିଛି । ପାର୍ଟନରସିପରେ ଲାଭ ମିଳିବ ।