ପତ୍ନୀମାନେ ବାହାରକୁ ଗଲେ ଏହି ୫ ଟି କାମ କରିଥାନ୍ତି ସ୍ୱାମୀ, ଶୁଣିଲେ ଉଡିଯିବ ହୋସ୍

ନୁଆଦିଲ୍ଲୀ: ପୁରୁଷମାନେ ନିଜ ପାର୍ଟନରଙ୍କ ସହିତ ଭଦ୍ର ଏବଂ ନିର୍ମଳ ଦେଖାଯିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ବାସ୍ତବରେ ସେମାନେ, ସେମତି ଅଦୌ ନୁହନ୍ତି। ଯେବେ ବି ସ୍ତ୍ରୀମାନେ ସେମାନଙ୍କଠାରୁ ଦୂରକୁ ଯାନ୍ତି, ପୁରୁଷମାନେ ସେମିତି ରହିବାକୁ ପସନ୍ଦ କରନ୍ତି ଯେମିତି ସେମାନେ ରହିବାକୁ ପସନ୍ଦ କରନ୍ତି। ଯାହା ମହିଳାମାନେ କଳ୍ପନା ବି କରି ନଥିବେ। ପାର୍ଟନରମାନଙ୍କ ପସନ୍ଦ ଅନୁଯାୟୀ ପୁରୁଷମାନେ ସେପରି ଦେଖାଯିବାକୁ ଚେଷ୍ଟା କରନ୍ତି। ଏଠାରେ ଆମେ ଆପଣଙ୍କୁ ଏଭଳି ୫ଟି କାମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।

ଲାଟିନ୍‌ରେ ସମୟ ବିତାନ୍ତି: ଯେମିତି ସ୍ତ୍ରୀମାନେ ଘରୁ ବାହାରନ୍ତି, ପୁରୁଷମାନେ ଫୋନ୍ ନେଇ ଲାଟିନ୍‌ରେ ଲମ୍ବା ସମୟ ପର୍ଯ୍ୟନ୍ତ ବସିଥାନ୍ତି। କିଛି ପୁରୁଷ ସିଙ୍ଗଲ ହେବାକୁ ଚେଷ୍ଟା କରନ୍ତି, ଏହି ସମୟରେ ସେମାନେ ଡେଟିଙ୍ଗ୍ ଆପ୍‌ରେ ବ୍ୟସ୍ତ ରୁହନ୍ତି।

ନିଜର ସୁଗନ୍ଧକୁ ଉପଭୋଗ କରିବାକୁ ଚେଷ୍ଟା କରନ୍ତି: ପୁରୁଷମାନେ ଏକା ରହିବା ସମୟରେ ବିଭିନ୍ନ ପ୍ରକାର ହରକତ କରିଥାନ୍ତି। ଯେଉଁଥିରେ ନିଜର ବାହୁକୁ ସୁଙ୍ଘିବାର ନଜିର ମଧ୍ୟ ରହିଛି। ଅନେକ ପୁରୁଷଙ୍କର ବାହୁ ଏବଂ ଅନ୍ତଃବସ୍ତ୍ରର ସୁଗନ୍ଧ ଗନ୍ଧ କରିବାର ଅଭ୍ୟାସ ଅଛି।

ଏକାକି କାନ୍ଦିବା: ନିଜର ପାର୍ଟନର ଘରୁ ଯିବା ପରେ ଅନେକ ପୁରୁଷ ନିଜର ଭାବନାକୁ ଏବଂ କଷ୍ଟକୁ ଉପଭୋଗ କରିବାକୁ ବହୁତ୍ କାନ୍ଦିଥାନ୍ତି। ଯେବେବି ପୁରୁଷମାନଙ୍କୁ କାନ୍ଦ ଆସିଥାଏ, ସେମାନେ ବାଥ୍‌ରୁମ୍‌କୁ ଚାଲି ଯାଇଥାନ୍ତି।

ରୋମାଣ୍ଟିକ୍ ଫିଲ୍ମ ଦେଖିବା: ଅନେକ ସମୟରେ ପାର୍ଟନରମାନେ ସେମାନଙ୍କଠୁ ଦୁରରେ ରହିବା ପରେ ସେମାନେ ଅଡଲ୍ଟ ଫିଲ୍ମ ଦେଖିବା ଆରମ୍ଭ କରି ଦେଇଥାନ୍ତି। ଏଭଳି ଫିଲ୍ମ ଦେଖିବା ପରେ ସେମାନେ ମଧ୍ୟ ନିଜ ଜୀବନରେ ଏଭଳି ଏକ୍ସପେରିମେଣ୍ଟ କରିବାକୁ ଚେଷ୍ଟା କରିଥାନ୍ତି।

ପାର୍ଟନରଙ୍କ ମେକ୍‌ଅପ୍ ଟ୍ରାଏ କରିବା: ଏମିତିରେ ତ ପୁରୁଷମାନେ ମହିଳାମାନଙ୍କ ମେକଅପ୍‌ର ମଜାକ ଉଡାଇଥାନ୍ତି। କିନ୍ତୁ ମହିଳାମାନେ ଘରେ ନଥିବା ସମୟରେ ସେମାନେ ତାଙ୍କର ମେକଅପ୍‌କୁ ଟ୍ରାଏ କରିଥାନ୍ତି।