fbpx

ରାଜ୍ୟ କଂଗ୍ରେସରୁ ୫ଜଣ କର୍ମୀ ବିଦା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟଙ୍କୁ କାଳିମାଡ ଘଟଣାରେ ୫ଜଣ କଂଗ୍ରେସ କର୍ମୀଙ୍କୁ ବିଦା କରାଯାଇଛି । ଦଳର ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ  ୫ଜଣ କର୍ମକର୍ତ୍ତାମାନଙ୍କୁ ୬ ବର୍ଷଲାଗି ଦଳରୁ ବହିଷ୍କାର କରାଯାଇଛି ।

ସୂଚନା ଅନୁସାରେ, ଶୁକ୍ରବାର ଦିନ ପିସିସି ସଭାପତି ଶରତ ପଟ୍ଟନାୟଙ୍କ ଚାମ୍ବରେ ହଠାତ ୫ଜଣ କର୍ମୀ ପଶିଯାଇ କାଳିମାଡ କରିଥିଲେ । ଏହି ଘଟଣାଟି ସମସ୍ତ କଂଗ୍ରେସ କର୍ମୀ କୁଠାରଘାତ କରିଥିଲା । ସେଥିଲାଗି ଶୃଙ୍ଖଳା ଭଙ୍ଗ କରିବାରୁ ସେହି ୫ଜଣ କଂଗ୍ରେସ କର୍ମକର୍ତ୍ତା ମାନଙ୍କୁ ୬ ବର୍ଷ ପାଇଁ ପିସିସି ସଭାପତି ଦଳରୁ ବହିଷ୍କାର କରିଛନ୍ତି ।

Get real time updates directly on you device, subscribe now.