fbpx

ଗଣିତ ପରୀକ୍ଷାରେ ଧରା ପଡ଼ିଲେ ୫୧ ପରୀକ୍ଷାର୍ଥୀ: କପି କରୁଥିବା ବୋର୍ଡ ତରଫରୁ ସୂଚନା

ଭୁବନେଶ୍ୱର: ମାଟ୍ରିକ ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ମାମଲା ସମାଦାନ ହୋଇନାହିଁ । ସେପଟେ ବୋର୍ଡ କାର୍ଯ୍ୟାଳୟ ତରଫରୁ ଆସିଛି ଏକ ବଡ଼ ଖବର । ଦଶମ ପିଲାଙ୍କ ଗଣିତ ବୋର୍ଡ ପରୀକ୍ଷାରେ କପି କରୁଥିବା ବେଳେ ୫୧ ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି । ଏ ନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କପି କରୁଥିବା ବେଳେ ଧରା ପଡ଼ିବାରୁ ୫୧ ଜଣ ପରୀକ୍ଷାର୍ଥୀଙ୍କୁ ଏମପି କରାଯାଇଛି ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.