fbpx
BSKY
BJD YOUTH SKY
BJD MS SKY

ଦେଶରେ ଥିବା ୬୩ ହଜାର ପ୍ରାଥମିକ କୃଷିଋଣ ସମିତିର ହେବ କମ୍ପ୍ୟୁଟରୀକରଣ

ନୂଆଦିଲ୍ଲୀ: ଦେଶରେ ଥିବା ପ୍ରାଥମିକ କୃଷି ଋଣ ସମିତିଗୁଡ଼ିକର କମ୍ପ୍ୟୁଟରୀକରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୬୩ ହଜାର କୃଷି ଋଣ ସମିତିକୁ ଆଧୁନିକ କରିବା ସହ ତୃଣମୂଳ ସ୍ତରରେ ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ କମ୍ପ୍ୟୁଟରୀକରଣ କରାଯିବ । ଆଜି ଲୋକସଭାରେ ସହକାରିତା ରାଷ୍ଟ୍ରମନ୍ତ୍ରୀ ବି.ଏଲ୍‍.ଶର୍ମା ଏହା କହିଛନ୍ତି । ସେ କହିଛନ୍ତି, ଦେଶରେ ୯୮ ହଜାର କୃଷିଋଣ ସମିତି ଥିବାବେଳେ ଖୁବ୍‍ଶୀଘ୍ର ୬୩ ହଜାର ସମିତିରେ ଏହି ବ୍ୟବସ୍ଥା ଗ୍ରହଣ କରାଯିବ । ଏଥିଲାଗି ବଜେଟରେ ୨ ହଜାର ୫୧୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ସେ ଗୃହକୁ ଜଣାଇଛନ୍ତି ।

Get real time updates directly on you device, subscribe now.