ଭୁବନେଶ୍ୱର, ୨୯/୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୧୧୨୫୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 707 Covid patients have recovered and are being discharged on 29.11.2020
65 from Cuttack
65 from Khordha
58 from Keonjhar
48 from Mayurbhanj
46 from Anugul
42 from Jagatsinghpur
37 from Kalahandi
37 from Nuapada
35 from Sambalpur
35 from Sundargarh
33 from Baleswar— H & FW Dept Odisha (@HFWOdisha) November 29, 2020