fbpx

ବଦଳିଲେ ମାଲକାନଗିରି ଏସପି: ଏସ.ଶୁଶ୍ରୀ ହେଲେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି

ନୀତେଶ ୱାଧୱାନି ହେଲେ ମାଲକାନଗିରି ନୂଆ ଏସପି । ମାଲକାନଗିରି ଏସପି ପ୍ରହ୍ଲାଦ ସହାଇ ମୀନାଙ୍କୁ ଏଆଇଜି ମୁଖ୍ୟାଳୟକୁ ବଦଳି । ଏସ.ଶୁଶ୍ରୀ ହେଲେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି । ମାୟାଧର ସେଠୀ ହେଲେ ଡିସିପି କ୍ରାଇମବ୍ରାଞ୍ଚ । ମାଧୁରୀ ସାମଲ ହେଲେ ଏସପି, ସିଆଇଡି, କ୍ରାଇମବ୍ରାଞ୍ଚ । ଅଭିଳାଷ ଜି ହେଲେ ଏସଟିଏଫ୍ ନାର୍କୋଟିକ୍ସ ଏସପି ।

Get real time updates directly on you device, subscribe now.