fbpx

ଦେଖନ୍ତୁ ମୃତ୍ୟୁର ଲାଇଭ୍ ଭିଡିଓ, ଆଖି ପିଛୁଳାକେ ଭାସିଗଲା ପୋଲ

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣ ମାନେ ଅନେକ ଥର ଦୁର୍ଘଟଣାର ଭିଡିଓ ଦେଖିଥିବେ । ଆଜି ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖିବାକୁ ଯାଉଛୁ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓରେ ମୃତ୍ୟୁର ଲାଇଭ୍ ଦୃଶ୍ୟ ଦେଖିବାକୁ ପାଇବେ । ଏହି ଦୃଶ୍ୟ ବ୍ରାଜିଲରୁ ସାମନାକୁ ଆସିଛି । ଭିଡିଓଟି ସିସିଟିଭି ଫୁଟେଜ୍ ରେ କଏଦ୍ ହୋଇଛି ।

ଭିଡିଓରେ ଦୃଶ୍ୟ ଖୁବ୍ ଭୟାନକ ରହିଛି । ଏଥିରେ ଆପଣ ପ୍ରଥମେ ଏକ ପୋଲ ବା ପୁଲ୍ ଦେଖିବାକୁ ପାଇବେ । ଏହି ପୁଲ୍ ତଳେ ଦ୍ରୁତ ବେଗରେ ପାଣି ଯାଉଛି । ତେବେ ଏହି ପୋଲ ଉପର ଦେଇ ଲୋକମାନେ ଯାଆସ କରୁଛନ୍ତି । ଏକ ନଦୀ ଉପର ଦେଇ ପୋଲଟି ଯାଇଥିବା ବେଳେ ଆଖି ପିଛୁଳାକେ ପୋଲଟି ପାଣିରେ ଭାସିଯାଉଛି । ଆଉ କିଛି ଲୋକ ଏହା ଭିତରେ ଭାସିଯାଉଛନ୍ତି ।

 

View this post on Instagram

 

A post shared by Meme wala (@memewalanews)

Get real time updates directly on you device, subscribe now.