fbpx

ରାସ୍ତା ଉପରେ ବାର୍ଥ ଡେ’ ପାର୍ଟି; ୧୨ଟି ଗାଡ଼ି ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନାଇଟ୍ କର୍ଫ୍ୟୁ ସତ୍ତେ୍ୱ ରାସ୍ତା ଉପରେ ପାଳନ କରୁଥିଲେ ବାର୍ଥ ଡେ’ ପାର୍ଟି । ଡେଲଟା ଛକରେ ହେଉଥିବା ଏହି ବାର୍ଥ ଡେ’ ପାର୍ଟି ଆୟୋଜନ ସମୟରେ ପୋଲିସ୍ ଚଢ଼ାଉ କରିଥିଲା । ପୋଲିସ୍ କମିଶନରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା । ତେବେ ପୋଲିସ୍ କୁ ଦେଖି ଗାଡ଼ିକୁ ଛାଡ଼ି ବାର୍ଥ ଡେ’ ପାର୍ଟିରେ ଉପସ୍ଥିତ ଥିବା ଯୁବକ ମାନେ ଛତ୍ରଭଙ୍ଗ କରିଥିଲେ । ୧୨ଟି ଦୁଇଚକିଆ ଗାଡ଼ି ଜବତ କରିଛି ଖଣ୍ଡଗିରି ଥାନା ପୋଲିସ୍ ।

Get real time updates directly on you device, subscribe now.