fbpx

(Video) ବୋଦା ପ୍ରତିଯୋଗିତା ଆୟୋଜନ ପଡ଼ିଲା ମହଙ୍ଗା, ଆୟୋଜକ ଓ ଏକାଧିକ ବ୍ୟକ୍ତିଙ୍କ ନାମରେ ମାମଲା

ନିମାପଡା ଧଳେଶ୍ଵର ପଞ୍ଚାୟତ ଅଲଣ୍ଡି ଗ୍ରାମ ଗହୀରରେ ମେଣ୍ଢା ପ୍ରତିଯୋଗୀତା କରିବା କିଛି ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଅତିରିକ୍ତ ତହସିଲଦାରଙ୍କ ଅଭିଯୋଗ ଆଧାରରେ ପୋଲିସ ଦଫା ୨୬୯, ୨୭୦, ୧୮୮, ୩୪ ଆନିମଲ ଆକ୍ଟ ୫୬, ଥାନା କେସ ନଂ-୪୨/୨୨, କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଉଲଂଘନ କରାଯାଇ ଗୋଟିଏ ସ୍ଥାନରେ ହଜାର ହଜାର ଲୋକଙ୍କ ସମାବେଶକୁ ନେଇ ନିମାପଡା ଥାନା ପୋଲିସ ଏକାଧିକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.