fbpx

ଘୁଞ୍ଚିଲା ପଦ୍ମ ପୁରସ୍କାର ସମାରୋହ

ନୂଆଦିଲ୍ଲୀ,୧୪ ।୩: ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦେଶରେ ୮୩ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । କରୋନା ପାଇଁ ଘୁଞ୍ଚିଛି ପଦ୍ମ ପୁରସ୍କାର ପ୍ରଦାନ ସମାରୋହ । ଏପ୍ରିଲ ୩ ରେ ରାଷ୍ଟ୍ରପତି ଭବନରେ ହେବାର ଥିଲା ଏହି ସମାରୋହ । ପୁରସ୍କାର ସମାରୋହ ପାଇଁ ନୂଆ ତାରିଖ ପରେ ଘୋଷଣା କରାଯିବ ।

Get real time updates directly on you device, subscribe now.