fbpx

ପିପିଲିରେ ରାଜନୈତିକ ହିଂସା: ପୁରୀ-ଭୁବନେଶ୍ୱର ଏନଏଚ୍ ଅବରୋଧ କଲେ ଲୋକେ

ପୁରୀ ଜିଲ୍ଲା ପିପିଲିରେ ରାଜନୈତିକ ହିଂସା । ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ । ଜିଲ୍ଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କୁ ଗୋଟିଏ ଗୋଷ୍ଠୀର ଆକ୍ରମଣ । ଜଣେ ସାମ୍ବାଦିକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ । ପ୍ରତିବାଦରେ ପୁରୀ-ଭୁବନେଶ୍ୱର ଏନଏଚ୍ ଅବରୋଧ କଲେ ଲୋକେ । ଅଟକି ରହିଛି ଶତାଧିକ ଗାଡ଼ି, ଘଟଣାସ୍ଥଳରେ ପୋଲିସ ।

Get real time updates directly on you device, subscribe now.