ବିରିୟାନି ପାଇଁ ଜୀବନ ହାରିଲା ନାବାଳକ ପୁଅ

ବାଲେଶ୍ୱର: ବରିୟାନି ପାଇଁ ଜୀବନ ହାରିଲା ୧୩ ବର୍ଷର ଶିଶୁ । ନୀଳଗିରି ଗୋବିନ୍ଦପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ବାପା ବିରିୟାନି ନ ଆଣିବାରୁ ଜୀବନ ହାରିଲା ପୁଅ ।

ବଜାରରୁ ବିରିୟାନି ଆଣିବାକୁ ବାପାଙ୍କୁ କହିଥିଲା ପୁଅ । ହେଲେ କାର୍ଯ୍ୟବ୍ୟସ୍ତତା ହେତୁ ବରିୟାନି ଆଣିପାରିନଥିଲେ ବାପା । ଫଳରେ ବରିୟାନି ନଆଣିବାରୁ ରାଗରେ ରଶି ଲଗାଇଦେଲା ନାବାଳକ ପୁଅ ।