fbpx

ମୋ ଦେଶରୁ ବାହାରିଯା, ନହେଲେ ମୁହଁ ଫଟେଇଦେବି: ଦେଖନ୍ତୁ କୁନି ଝିଅର ସାହସିକ Video

ନୂଆଦିଲ୍ଳୀ: ସାହାସିକତା ଏମିତି ଏକ ଜିନିଷ ଯାହା ସମସ୍ତେ ଦେଖାଇ ପାରିନଥାନ୍ତି । ଏମିତି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହୋଇଛି ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବନ୍ଧୁକ ଧାରୀ ଯବାନଙ୍କୁ ବିରୋଧ କରୁଛି ଜଣେ ୭ ବର୍ଷର ବାଳିକା । ମୋ ଦେଶରୁ ବାହାରିଯା ନହେଲେ ମୁହଁ ଫଟେଇଦେବି ବୋଲି ଚେତାବନୀ ମଧ୍ୟ ଦେଉଛି ।

ଏପରିକି ଯବାନ ଜଣଙ୍କ ପ୍ରତିକ୍ରିୟା ହୀନ ଭାବରେ ମୁହଁ ବୁଲେଇ ଚାଲି ଯାଉଛନ୍ତି । ହାତରେ ହତିଆର ଥିଲେ ମଧ୍ୟ ଯବାନ ଜଣଙ୍କ ଅସୀମ ଧୈର୍ଯ୍ୟର ପରିଚୟ ଦେଇଥିଲେ । ଋଷ-ୟୁକ୍ରେନ ଯୁଦ୍ଧ ପରେ ଏହି ଭିଡିଓ ବେଶ ଭାଇରାଲ ହୋଇଥିଲା । ତେବେ ଏହି ଭିଡିଓଟି ବର୍ତ୍ତମାନର ନୁହେଁ ବୋଲି ଜଣା ପଡିଛି । ବର୍ତ୍ତମାନ ୟୁକ୍ରେନରେ ଶୀତ ଦିନ ରହିଥିବା ବେଳେ ଏହି ଭିଡିଓଟି ଖରା ଦିନର ବୋଲି ଜଣାପଡିଛି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.