fbpx

[Video]କମଳା ଭିତରୁ ବାହାରୁଛି କମଳା; ଆଗରୁ କେଉଁଠି ଦେଖିଛନ୍ତି କି ଯଦି ନା ତେବେ ଦେଖନ୍ତୁ….

ଓଡ଼ିଶା ଭାସ୍କର ବ୍ୟୁରୋ: ଦୁନିଆର ଏପରି ଅନେକ ଜିନିଷ ରହିଛି ଯାହା ଆମକୁ କ୍ଷଣେ କ୍ଷଣେ ଆଶ୍ଚର୍ଯ୍ୟ କରେ । ଏହି ବିଚିତ୍ର ବ୍ରହ୍ମାଣ୍ଡରେ ଅନେକ ରହସ୍ୟମୟୀ ତତ୍ତ୍ୱ ତଥା ଜିନିଷ ରହିଛି ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ କରିବା କଷ୍ଟକର । ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଆପଣ ଦେଖିବାକୁ ମିଳିଛି ଯେ, କମଳା ଭିତରେ ଆହୁରି ୬ରୁ ୭ଟି କମଳା ରହିଛି । ଭିଡିଓଟି ଭାଇରାଲ୍ ହେଉଥିବା ବେଳେ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି । ଆପଣ ବି ଦେଖନ୍ତୁ …

Get real time updates directly on you device, subscribe now.