fbpx

ଅନ୍ତର୍ଜାତୀୟ ସେବା ବନ୍ଦ କଲା ଗୋ ଏୟାର

ନୂଆଦିଲ୍ଲୀ,୧୭ ।୩: ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । କରୋନା ଯୋଗୁଁ ସମସ୍ତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିଛି ଗୋ ଏୟାର । ଏକ ମାସ ପାଇଁ ଗୋ ଏୟାର ସମସ୍ତ ଅପରେସନ ବନ୍ଦ ରଖିଛି । ତେବେ ଗେ ଏୟାର ୯ଟି ଦେଶକୁ ଯାତ୍ରା କରୁଥିଲା ।
ଅନ୍ୟପଟେ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ସମସ୍ତ ଐତିହ୍ୟସ୍ଥଳୀ ଓ ମ୍ୟୁଜିଅମ ବନ୍ଦ ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.