fbpx

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢ଼ଉ

ଭିଜିଲାନ୍ସରେ ପୁଣି ଜଣେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସହକାରୀ ଯନ୍ତ୍ରୀ । କେନ୍ଦୁଝର ବୈତରଣୀ ଡିଭିଜନ ସହକାରୀ ଯନ୍ତ୍ରୀ ଉମେଶ ଶାସିନୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ୮ ଟି ଟିମ୍ ଚଢ଼ଉରେ ସାମିଲ । ଉମେଶଙ୍କ ଆନନ୍ଦପୁର ଅଫିସ୍, ସରକାରୀ ବାସଭବନ ଓ ଭୁବନେଶ୍ୱରରେ ରେଡ୍ କରୁଛି ଭିଜିଲାନ୍ସ ।

Get real time updates directly on you device, subscribe now.