fbpx

ବିଳମ୍ବିତ ରାତିରେ ଗହଣା ଦୋକାନରୁ ବଡ଼ ଧରଣର ଲୁଟ୍: ପୋଲିସର ଛାନଭିନ୍

ଧର୍ମଗଡ଼: ବେହେରାଗାଁରେ ଏକ ଜୁଏଲାରୀରୁ ବଡ଼ ଧରଣର ଡକାୟତି । ରାତିରେ ଗ୍ରୀଲ୍ କାଟି କଳାକନା ବୁଲାଇଲେ ଦୁର୍ବୁତ୍ତ । ୧୨ କେଜି ରୁପା ଓ ପ୍ରାୟ ଅଧକେଜି ସୁନା ଲୁଟ୍ ଅଭିଯୋଗ । କୋକସରା ଥାନାରେ ଏତଲା କଲେ ଜୁଏଲାରୀ ମାଲିକ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.