fbpx

ତିନି ପଦରେ ଇସ୍ତଫା ଦେଲେ କର୍ମଚାରୀ, ଭାଇରାଲ ହେଉଛି ଇସ୍ତଫାପତ୍ର

ଇଣ୍ଟରନେଟରେ ଅନେକ ସମୟରେ ଅଜବ ଗଜବ ଘଟଣା ଭାଇରାଲ ହୋଇଥାଏ, ଯାହାକୁ ଶୁଣିଲେ ନିଶ୍ଚୟ ମଜା ଲାଗିଥାଏ । ଏବେ ଏଭଳି ଏକ ମଜାଦାର ଘଟଣା ଭାଇରାଲ ହେବାରେ ଲାଗିଛି । ଯାହାକୁ ଶୁଣିଲେ ଆପଣ ବି ନିଶ୍ଚୟ ହସିବେ ।

ସାଧାରତଃ ଯଦି କେହି କୌଣସି ଚାକିରିରୁ ଇସ୍ତଫା ଦିଅନ୍ତି ତାହେଲେ ତାଙ୍କୁ ଇସ୍ତଫା ପାଇଁ ଏକ ପତ୍ର ଲେଖିବାକୁ ପଡ଼ିଥାଏ, ଏବଂ ଏଥିରେ କାରଣ ମଧ୍ୟ ଜଣାଇବାକୁ ପଡ଼ିଥାଏ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଇସ୍ତଫା ପତ୍ର ଭାଇରାଲ ହେଉଛି ଯେଉଁଥିରେ ପଢ଼ିବାକୁ ତ କିଛି ନାହିଁ କିନ୍ତୁ ଆପଣଙ୍କୁ ହସି ନିଶ୍ଚୟ ଲାଗିବ । କାରଣ ଜଣେ ବ୍ୟକ୍ତି କେବଳ ତିନି ଶବ୍ଦର ଇସ୍ତଫା ପତ୍ର ନିଜ ବସ୍ ଙ୍କୁ ଦେଇଛନ୍ତି ।

ଏହି ଇସ୍ତଫା ପତ୍ର ପଢ଼ିବା ପରେ ଲୋକମାନେ ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ    ଲୋକମାନେ ସେମାନଙ୍କର ଅନୁଭୂତି ମଧ୍ୟ ବାଣ୍ଟିଥିଲେ  । ସୁଭାଷ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି, ମୋ ଅଫିସରେ ମଧ୍ୟ ସମାନ ଘଟଣା ଘଟିଛି 

 

 

Get real time updates directly on you device, subscribe now.