ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜିକାଲି ଦୈନିକ କରୋନା ସଂକ୍ରମଣ ୮ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୩୩୩ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୪୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୭୧ ଆକ୍ରାନ୍ତ ଥିବା ଜଣାପଡିଛି ।
ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୧୯, ଷ୍ଟେଟପୁଲରୁ ୭୧, ସୁନ୍ଦରଗଡରୁ ୮୦, ସମ୍ବଲପୁରରୁ ୩୦, ପୁରୀ ଓ ମୟୂରଭଞ୍ଜରୁ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 13th July
New Positive Cases: 804
Of which 0-18 years: 71
In quarantine: 471
Local contacts: 333(Details of local contacts will be shared by concerned District)
1. Angul: 3
2. Balasore: 11
3. Bargarh: 1
4. Bhadrak: 9
5. Balangir: 5
6. Boudh: 2— I & PR Department, Odisha (@IPR_Odisha) July 14, 2022
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୬, ୧୩୨କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୪୨୬୨ ରହିଛି । ୨୪ ଘଣ୍ଟା ମଧ୍ୟରେ ୪୨୦ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୮୨,୬୯୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
24. Sambalpur: 30
25. Sonepur: 9
26. Sundargarh: 80
27. State Pool: 71New recoveries: 420
Cumulative tested: 32295438
Positive: 1296132
Recovered: 1282690
Active cases: 4262— I & PR Department, Odisha (@IPR_Odisha) July 14, 2022