fbpx

ବ୍ୟବସାୟରେ ଲାଭ ବଦଳରେ କ୍ଷତି ହେଉଛି କି ? ଆପଣାନ୍ତୁ ଜ୍ୟୋତିଷ ଶାସ୍ତ୍ରର ଏହି ଉପାୟ

ବେଳେବେଳେ ଅଧିକ ପରିଶ୍ରମ କଲେ ବି ବ୍ୟବସାୟରେ ବାରମ୍ବାର କ୍ଷତି ସହିବାକୁ ପଡ଼େ। କିନ୍ତୁ ଏପରି ଏକ ବିଶେଷ ଉପାୟ ଅଛି, ଯାହାକୁ ଆପଣାଇଲେ ବ୍ୟବସାୟରେ ଆପଣଙ୍କୁ କୌଣସି କ୍ଷତି ସହିବାକୁ ପଡ଼ିବ ନାହିଁ, ବରଂ ଲାଭ ଉପରେ ଲାଭ ହେବ ଓ ଆୟ ବୃଦ୍ଧି ପାଇବ। ହଳଦୀର ଏହି ଖାସ୍‍ ଉପାୟ ଆପଣଙ୍କୁ ସମସ୍ୟାରୁ ମୁକ୍ତି ଦେବ। ତେବେ ଆସନ୍ତୁ ଜାଣିବା କିଛି ଟିପସ..

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି କାହାକୁ ବ୍ୟବସାୟରେ ଲଗାତର ସମସ୍ୟାର ସାମ୍ନା କରିବାକୁ ପଡୁଛି। ତେବେ ସେ ଶୁକ୍ଳପକ୍ଷ ପ୍ରଥମ ଗୁରୁବାରରେ ହଳଦୀଆ କପଡାରେ ହଳଦୀ, ୧୧ ଅଭିମନ୍ତ୍ରିତ ଗୋମତି ଚକ୍ର, ରୂପା ମୁଦ୍ରା ଏବଂ ୧୧ ଅଭିମନ୍ତ୍ରିତ କଉଡି ବାନ୍ଧି ୧୦୮ ଥର ‘ଓଁ ଭଗବତେ ବାସୁଦେବ ନମଃ’ ମନ୍ତ୍ର ଜପ କରନ୍ତୁ। ଏହାପରେ ଏହି ପୁଟୁଳାକୁ ଧନ ରଖିବା ସ୍ଥାନରେ ରଖିଦିଅନ୍ତୁ। କୁହାଯାଏ ଯେ ଏମିତି କରିବା ଦ୍ୱାରା ବ୍ୟବସାୟରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହାସହିତ ଧନ ମଧ୍ୟ ବଢ଼ିଥାଏ। ଏପରି କରିବା ଦ୍ଵାରା ଘରେ ସୁଖ ଶାନ୍ତିର ବାତାବରଣ ମଧ୍ୟ ହୋଇଥାଏ।

Get real time updates directly on you device, subscribe now.