fbpx

ଶୈଳେସ ଦାନି ଦଳରେ ଅଛନ୍ତି ଆଉ ଦଳରେ ହିଁ ରହିବେ ,

ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ କେବେ ଦଳ ବିରୋଧୀ କାର୍ଯ୍ୟ କୁ ପ୍ରସୟ ଦେଇ ନାହାନ୍ତି । ସେଥି ପାଇଁ ଯିଏ ଏଭଳି କାର୍ଯ୍ୟ କରନ୍ତି ତାଙ୍କୁ ବିଜୁ ଜନତା ଦଳ ରୁ ନିଲମ୍ବିତ କରା ଯାଇଥାଏ । ଠିକ ସେହି ଭଳି ଯେଉଁମାନେ ସଦା ସର୍ବଦା ଦଳ ପାଇଁ କାର୍ଯ୍ୟ କରିଥାନ୍ତି ତାଙ୍କୁ ସର୍ଵଦା ଭୁଷୟ ପ୍ରସଂଶା ମଧ୍ୟ କରିଥାନ୍ତି । ବିଜୁ ଯୁବ ଜନତା ଦଳରୁ ଶୈଳେସ ଦାନି ଙ୍କୁ ସସପେଣ୍ଡ କର ଯିବାକୁ ସୂଚନା କୁ ଖାରସ୍ତ। ଏନେଇ ସୂଚନା ଦେଇଛନ୍ତି ବିଜେଡି ର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ। ଶୈଳେସ ଦାନି ସମ୍ବଲପୁର ଜିଲ୍ଲା ସଦସ୍ୟ ଥିଲେ। ସେ ଏବେ ମଧ୍ୟ ଦଳ ପାଇଁ କାର୍ଯ୍ୟ କାର୍ଯ୍ୟ କରୁଛନ୍ତି ଆଉ ଆଗକୁ ମଧ୍ୟ ବିଜେଡି ରେ ରହିବେ ।

Get real time updates directly on you device, subscribe now.