fbpx

ବନ୍ଦ ଘରୁ ୪ ମୃତ ଦେହ ଉଦ୍ଧାର, ଦୁଇ ତିନି ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ସୂଚନା

ବରଗଡ଼: ଭେଡେନର ଜାମଡୋଲ ଗାଁରେ ଅଭାବନୀୟ ଘଟଣା। ଘର ଭିତରୁ ଉଦ୍ଧାର ହୋଇଛି ୪ ଜଣଙ୍କ ମୃତଦେହ। ଗୋଟିଏ ପରିବାରର ୪ ସଦସ୍ୟ ଝିଅ ଶିବାନୀ, ପୁଅ ଅରବିନ୍ଦ ମେହେର ଓ ବାପା ମା’ ମୃତ ଠାବ ହୋଇଥିବା ସୂଚନା ରହିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି। ଖବର ପାଇଁ ଘଟଣାସ୍ଥଳରେ ଭେଡେନ ପୋଲିସର ପହଂଚି ଛାନ୍‌ଭିନ ଆରମ୍ଭ କରିଛି।

Get real time updates directly on you device, subscribe now.