ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ବାଜି ମାରିଛି ଭାରତ । ଭାରତ ୨-୦ ଗୋଲରେ ସ୍ପେନକୁ ହରାଇଛି । ଅମିତ ରୋହିତାସ ଓ ହାର୍ଦ୍ଦିକ ସିଂ ଗୋଲ କରିଥିଲେ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିଲା ଏହି ମୁକାବିଲା ।
🏑 | MATCHDAY | Full -Time | Team India started their #HWC2023 campaign with an impressive 2-0 win against Spain.
🇮🇳 2-0 🇪🇸#HWC2023 #INDvsESP #OdishaForHockey #HockeyWorldCup2023 #HockeyComesHome #HockeyWorldCup #IndiaKaGame pic.twitter.com/16maGdrFII
— Odisha Sports (@sports_odisha) January 13, 2023
ଅନ୍ୟପଟେ ଏଫଆଇଏଚ୍ ୨୦୨୩ ର ଉଦଘାଟନୀ ମ୍ୟାଚ୍ରେ ଆର୍ଜେଣ୍ଟିନା ବାଜିମାତ କରିଛି । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁଲ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା । ୪୨ ମିନିଟରେ ମାଇକୋ କାସେଲା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦଳ ପାଇଁ ଗୋଲ୍ ସ୍କୋର କରିଥିଲେ ।