fbpx

ଓଡିଶା ଆସିବେ ଉପ-ରାଷ୍ଟ୍ରପତି

ଭୁବନେଶ୍ୱର,୧୦ ।୧୨(ଓଡିଶା ଭାସ୍କର): ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଆସନ୍ତା ୨୭ ତାରିଖରେ ଉପରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିବେ ବୋଲି ଜଣାପଡିଛି । ଓଡିଶା ଗସ୍ତରେ ଆସି ବଲାଙ୍ଗୀରର ରାଜେନ୍ଦ୍ର ନାରାୟଣ କଲେଜର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ସେ ଯୋଗଦେବେ । ଏହା ବ୍ୟତୀତ ଉକ୍ତ ଜିଲ୍ଲାର ବରକାନିଠାରେ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.