fbpx

କରୋନା ରୋଗୀ ଠିକ୍ ହେବାର ଦେଖି ଖୁସିରେ ନାଚି ପକାଇଲେ ଡାକ୍ତର, ଦେଖନ୍ତୁ

ସାରା ବିଶ୍ୱରେ ଏବେ କରୋନା ନିଜର ଭୟଙ୍କର ତାଣ୍ଡବ ରଚିବାରେ ଲାଗିଛି । ମହାମାରୀକୁ ଭଲ କରିବାକୁ ନା କୌଣସି ଔଷଧ ବାହାରିଛି ନା କୌଣସି ଟୀକା । ଏହାରି ମଧ୍ୟରେ ରୋଗୀଙ୍କୁ ଅନ୍ୟ ଉପାୟରେ ସୁସ୍ଥ କରିବାରେ ଦିନ ରାତି ଲାଗିପଡିଛନ୍ତି ଡାକ୍ତର । ନିକଟରେ ତୁର୍କୀରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଡାକ୍ତର ଖୁସିରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଖବର ମୁତାବକ, ଡାକ୍ତର ଜଣକ ଜଣେ କରୋନା ପୀଡିତ ବୟସ୍କ ବ୍ୟକ୍ତିଙ୍କ ଚିକିତ୍ସା କରୁଥିଲେ । ବୟସ୍କଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଡାକ୍ତରଙ୍କ ଖୁସି କହିଲେ ନସରେ । ଖୁସିରେ ଡାକ୍ତର ଜଣକ ନାଚି ପକାଇଥିଲେ । କୌଣସି ସାଧାରଣ ଡ୍ୟାନ୍ସ ନୁହେଁ ବରଂ ମୁନୱାର୍କ ଡ୍ୟାନ୍ସ କରିଥିଲେ ଡାକ୍ତର ।

View this post on Instagram

Adnan bayildimmmm @dradnanvural Covid’in çılgın kahramanlarından biri☺️☺️ . . . . #koronavirüsü #corona #coronaturkiye #sağlıkçalışanları #hacettepe @hacettepe_university @hacettepetip_resmi @drdnzkok @drkeremdundar @ugur.bati @dr.banuciftci @prof.dr.mahmut.civilibal @oguzoztoprak @ilkerarer @dr.cemkaras @drcigdemkaras @furkankayabasoglu @tuspecialcom @drelifozge_bicer @dr.iremcansever @drkeremdundar @psk.drsakiroglu @dr.yerebakan @serapocalofficial @serdarcebe @sinancanan @sinancoskunturan @memorialsaglik @saglikcini @saglik_haberleri @covid19ajans @covidhaber @covid19.6 @cem.ariturk @doctor.mike @bulentcihantimur @korkmaz.ugurr @aktueldergisi @posta.com.tr @fatihportakal35 @foxhaber @ismailkucukkaya @buketaydinlakanaldhaber @cemogretirofficial @sedaogretir

A post shared by safak (@safakcostu) on

୩୪ ବର୍ଷିୟ ଡାକ୍ତ ଅଦନାମ କହିଛନ୍ତି ଯେ, ଯେବେ ରୋଗୀଙ୍କୁ ସୁସ୍ଥ ହେବାର ଦେଖିଲି ମୋତେ ବହୁତ ଖୁସି ଲାଗିଲା । ଏହି ଡ୍ୟାନ୍ସ ସେହି ଖୁସିର ପ୍ରତିକ୍ରିୟା ।’ତେବେ ଡାକ୍ତରଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଲୋକମାନଙ୍କୁ ତାହା ବହୁ ପସନ୍ଦ ମଧ୍ୟ ଆସୁଛି ।

Get real time updates directly on you device, subscribe now.