fbpx

ହେଲଥ ସ୍କିମ ଭର୍ତ୍ତି: DEO, କ୍ଲର୍କ, ଆସିଷ୍ଟାଣ୍ଟ, ଡ୍ରାଇଭର, ଫାର୍ମାସିଷ୍ଟ, ମେଡିକାଲ ଅଫିସର ପଦରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଏକ୍ସ-ସର୍ଭିସମେନ କଣ୍ଟ୍ରିବ୍ୟୁଟୋରୀ ହେଲଥ ସ୍କିମ (ଇସିଏଚଏସ) ପକ୍ଷରୁ ୧୭୭ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ମେଡିକାଲ ଅଫିସର, ଡେଣ୍ଟାଲ ଅଫିସର, ନର୍ସିଂ ଆସିଷ୍ଟାଣ୍ଟ, ଲାବୋରେଟୋରୀ ଆସିଷ୍ଟାଣ୍ଟ, ଡିଇଓ, କ୍ଲର୍କ, ଟେକ୍ନିସିଆନ, ପିଅନ, ସଫା କର୍ମଚାରୀ, ଫାର୍ମାସିଷ୍ଟ, ଫିଜିଓଥେରାପିଷ୍ଟ, ଚୌକିଦାର, ଡ୍ରାଇଭର, ଫିମେଲ ଆଟେଣ୍ଡାଣ୍ଟ, ନର୍ସିଂ ଆସିଷ୍ଟାଣ୍ଟ ଆଦି ବିଭିନ୍ନ ପଦରେ ନିଯୁକ୍ତି ମିଳିବ ।

ମାର୍ଚ୍ଚ ମାସ ୨୫ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି । ସମସ୍ତ ପଦବୀ ପାଇଁ ବୟସ ଯୋଗ୍ୟତା ୫୦ ବର୍ଷ ଉପରେ ରହିଛି । ସମସ୍ତ ପଦବୀ ପାଇଁ ବୟସ ସୀମା ଭିନ୍ନ ଭିନ୍ନ ରହିଛି । ପ୍ରାର୍ଥୀ ଅଷ୍ଟମ ଶ୍ରେଣୀ / ଡିଫାର୍ମା / ବି.ଏସସି / ବି.ଫାର୍ମା / ଡିଏମଏଲଟି / ଏମଡି / ଏମଏସ / ବିଡିଏସ ପାସ୍ କରିଥିବା ଆବଶ୍ୟକ । ସମସ୍ତ ବର୍ଗର ପଦ ସଂଖ୍ୟା ଅଲଗା ଅଲଗା ରହିଛି ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/02/Notification-ECHS-Various-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://echs.gov.in/

Get real time updates directly on you device, subscribe now.