fbpx

ଭୋର୍ ୩ଟା ରେ କମ୍ପନ : ୭.୪ ତୀବ୍ରତାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ମଙ୍ଗଳବାର ଭୋର ୩ଟାରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ଥିଲା । ଏହା ଦ୍ୱାରା ପୃଥିବୀ ପୃଷ୍ଠ ପ୍ରବଳ ଥରିଥିଲା ।

ଇଣ୍ଡୋନେସିଆରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଇଣ୍ଡୋନେସିଆ ଜିଓଫିଜିକ୍ସ ଏଜେନ୍ସି ଅନୁଯାୟୀ, ସୁମାତ୍ରା ଦ୍ୱୀପର ପଶ୍ଚିମ ଭାଗରେ ଭୂକମ୍ପ ଅନୁଭୂତ ହୋଇଛି।

ସୂଚନା ଅନୁଯାୟୀ, ସକାଳ ୩ ଟାରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହା ପରେ ଅନେକ ଥର ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା ।

Get real time updates directly on you device, subscribe now.