fbpx

ଆଲର୍ଜିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ଆଲର୍ଜି ହେଉଛି ଏକ ପ୍ରକାରର ରୋଗ ଯାହା ଶରୀରରେ କିଛି କିଛି ସ୍ଥାନରେ ନାଲି ହୋଇ ଫଳି ହୋଇପଡ଼ିଥାଏ । ଏହା କିଛି କିଛି ଜିନିଷ ଖାଇବା ଦ୍ୱାରା ବ୍ୟାପିଥାଏ । ତେଣୁ ସମନ୍ତଙ୍କୁ ଜଣା ନଥାଏ ଯେ କେମିତି ଏଥିରୁ ମୁକ୍ତି ପାଇବେ । ଆମେ ଆଜି ନେଇ ଆସିଛୁ ଆଲର୍ଜିରୁ ମୁକ୍ତି ପାଇବାର ଉପାୟ ।
ଅଦା
ଅଦାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ସବୁଦିନ ଅଦାରେ ତିଆରି ୨କପ୍ ଚା ପିଇବା ଦ୍ୱାରା ଆଲର୍ଜି ରୋଗରୁ ଭଲ ଲାଭ ମିଳିଥାଏ । ଆପଣ ଏହାକୁ ଖାଦ୍ୟ ସହିତ ମଧ୍ୟ ଚୋବାଇ ଖାଇପାରିବେ ।
ରସୁଣ
ରସୁଣ ଏକ ଆଣ୍ଟିଅର୍ଜିକସଫଲ ଫୁଡ୍ ଅଟେ । ରସୁଣ ଶରୀରର ଆଣ୍ଟି-ଆକ୍ଟିଭେଟ କରିଥାଏ ଯାହା ଶରୀରକୁ ଆଲର୍ଜିରୁ ବଞ୍ଚାଇଥାଏ । ସର୍ବଦା ଖାଦ୍ୟ ସହିତ ୨ବା ୩ ଟି ରସୁଣ ଖାଇବା ଦ୍ୱାରା ଆମକୁ ଭଲ ଲାଭ ମିଳିଥାଏ ଏବଂ ଏହା ଆଲର୍ଜିରୁ ମଧ୍ୟ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ ।
ହଳଦୀ
ହଳଦୀ ରେ କୁର୍କୁନିକ ଲବଣ ପାଇଥାଉ ଆମେ ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ଅଟେ ଏବଂ ଆଣ୍ଟିକମ୍ପ୍ଲିମେଣ୍ଟ୍ରି ମଧ୍ୟ ଏହା ଦ୍ୱାରା ମିଳି ଥାଏ । ଏହା ଆଲର୍ଜି ସହିତ ଲଢ଼ିଥାଏ । ଯଦି ପ୍ରତ୍ୟେକ ଦିନ ଗରମ କ୍ଷୀରରେ ହଳଦୀ ମିଶାଇ ପିଇବେ ତେବେ ଆପଣ ଆଲର୍ଜିରୁ ମୁକ୍ତି ପାଇ ପାରିବେ ।
ଲେମ୍ବୁ
ଲେମ୍ବୁ ଖାଇବା ଦ୍ୱାରା ଇମୁଁନଙ୍ଗ୍ ସିଷ୍ଟମ ମଜବୁତ ହୋଇଥାଏ ଏବଂ ସବୁ ପ୍ରକାର ଆଲର୍ଜି ରୋଗ ଦୂରେଇ ଯାଇଥାଏ । ଏଥିରେ ବହୁତ ଭିଟାମିନ ଯଥା ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଦିନସାରା ଆମକୁ ଗୋଟିଏ ଗ୍ଲାସ ଲେମ୍ବୁ ପାଣି ପିଇବା ଦରକାର ।
ସେଓ
ପ୍ରତ୍ୟେକ ଦିନ ସେଓ ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳି ଭଲହୋଇଥାଏ ଏବଂ ଏହା ଦ୍ୱାରା ଆମକୁ ଶକ୍ତି ମିଳିଥାଏ । ପ୍ରତ୍ୟେକ ଦିନ ଏହା ଖାଇବା ଫଳରେ ଆମଠାରୁ ଆଲର୍ଜି ରୋଗ ଦୂରେଇ ଯାଇଥାଏ ।
ଗ୍ରିନ ଟି
ପ୍ରତ୍ୟେକ ଦିନ ୨ କପ ଗ୍ରିନ ଟି ପିଇବା ଦ୍ୱାରା ପ୍ରତିରୋଧ ଶକ୍ତି ଆମର ମଜବୁତ ହୋଇଥାଏ ଏବଂ ଏହା ଆମକୁ ଆଲର୍ଜି ରୋଗଠାରୁ ବଞ୍ଚାଇ ରଖିଥାଏ ।
କନ୍ଦମୂଳ
କନ୍ଦମୂଳରେ ବିଟୋକ-କ୍ୟାରୋଟୀନ୍ ଥିବା ସହିତ ପଟାସିୟମ, ମ୍ୟାଗ୍ନେସିୟମ, ଭିଟାମିନ ବି-୬ ମଧ୍ୟ ପାଇଥାଉ ।ଏହା ଶରୀରରେ ପ୍ରତିରୋଧ ଶକ୍ତି ବଢ଼ାଇଥାଏ । ପ୍ରତ୍ୟେକ ଦିନ ୧ ରୁ ୨ କପ୍ କନ୍ଦମୂଳ ଜୁସ ପିଇବା ଦ୍ୱାରା ଆଲର୍ଜି ରୋଗ ଦୂରେଇ ଯାଇଥାଏ ।

Get real time updates directly on you device, subscribe now.