fbpx

ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ

ଭୁବନେଶ୍ୱର,୧୬।୫(ଓଡିଶା ଭାସ୍କର): ମହଙ୍ଗା ହେଲା ପେଟ୍ରୋଲ  ଓ ଡିଜେଲ । ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବଢାଇଛନ୍ତି ରାଜ୍ୟ ସରକାର। ପେଟ୍ରୋଲ ଦର ୩ ଟଙ୍କା ୧୧ ଓ ଡିଜେଲ ୧ଟଙ୍କା ୦୩ ପଇସାକୁ ବୃଦ୍ଧି କରିଛନ୍ତି ସରକାର। ଆଜି ମଧ୍ୟରାତ୍ରୀରୁ ଲାଗୁ ହେବ ଏହି ନୂଆ ଦର ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.