fbpx

Big News ମେଡିକାଲ ଅଧିକାରୀଙ୍କ ଛୁଟି ବିଜ୍ଞପ୍ତି; ଏଣିକି ସରକାରୀ ଛୁଟି ଦିନରେ କାମ କଲେ ମିଳିବ ବିକଳ୍ପ ଛୁଟି

ଭୁବନେଶ୍ୱର: (ଓଡିଶା ଭାସ୍କର) ମେଡିକାଲ ଅଧିକାରୀଙ୍କ ଛୁଟି ସମ୍ପର୍କରେ ସରକାରଙ୍କ ବିଜ୍ଞପ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଣିକି ସରକାରୀ ଛୁଟି ଦିନରେ କାମ କଲେ ବିକଳ୍ପ ଭାବେ ମିଳିବ ଛୁଟି । ସେହି ମାସର ଯେକୌଣସି ଦିନ ନେଇ ପାରିବେ ଛୁଟି । ମେଡିକାଲ ଅଧୀକ୍ଷକ ଓ ଇନ୍ ଚାର୍ଜ ରୋଷ୍ଟର କରିବେ ବ୍ୟବସ୍ଥା ।

Get real time updates directly on you device, subscribe now.