fbpx

(Video) ୬୦୦ ଯୁବତୀଙ୍କୁ ପାଖରେ ରଖି ଦେହ ବେପାର କରାଉଥିଲେ ଆତ୍ମଘୋଷିତ ବାବା

ଓଡ଼ିଶା ଭାସ୍କର: ଭାରତର ରୋମିଓ ବାବା ଭୀମାନନ୍ଦ ବାବା, ଯାହାକୁ କେବଳ ପସନ୍ଦ ଥିଲା ସୁନ୍ଦରୀ ଝିଅ । ୬୦୦ ସୁନ୍ଦରୀ ଝିଅଙ୍କୁ ପାଖରେ ରଖିଥିଲା ଆଉ ନିଜେ ସୁଖ ନେଉଥିଲା, ଲୋକଙ୍କୁ ବି ବାଣ୍ଟୁଥିଲା । ଏ ବାବାଙ୍କ କଥା ହୁଏତ ତଳେ ଦିନେ ଆପଣ ସୁଣିଥିବେ । କିନ୍ତୁ ୟା ପଛର କାହାଣୀ ହୁଏତ ଆପଣ ପୁରା ଜାଣିନଥିବେ । ସାଧାରଣ ସେକ୍ୟୁରିଟି ଗାର୍ଡ଼ରୁ ଏମିତି ପାଲଟି ଯାଇଥିଲା ଇଛାଧରୀ ବାବା । ସୁନ୍ଦରୀ ସନ୍ଦୁରୀ ଝଅ ମାନଙ୍କ ସହ ସୋଉଥିଲା । ଆଉ ରାତା ରାତି କୋଟି କୋଟି ଟଙ୍କାର ମାଲିକ ହୋଇଗଲା । ଦିନ ଆରମ୍ବରୁ ଗୋଟିଏ ଦିଲ୍ଲୀର ଗୋଟିଏ ୫ ଷ୍ଟାର ହୋଟେଲ ଆଗରେ ସେକୁରିଟି ଗାଡ଼ ଥିଲା । ସବୁବେଳେ ଛିଡ଼ା ହୋଇ ଆସୁଥିବା ଅତିଥିମାନଙ୍କୁ ନସ୍କାର କରୁଥିଲା ।

ଆଉ ଧିରେ ମନରେ ଏତେ ବଡ଼ ବଡ଼ ଲୋକଙ୍କୁ ଦେଖି କେବଳ ପଇସା କଥା ଭାବୁଥିଲା । ଏହି ଘଟଣା ଆରମ୍ବ ହୁଏ ୧୯୮୮ ମସିହାରୁ ୫ଷ୍ଟାର ହୋଟେଲ ଆଗରେ ସେକ୍ୟୁରିଟି ଗାର୍ଡ଼ ଭାବେ କାମ କରୁଥିଲା ଏହି ଇଛାଧାରୀ ବାବା । ଇଛା ଧାରି ଏଥିପାଇଁ ଆମେ କହୁଛୁ । କାରଣ ବାବା ନିଜକୁ ଇଛା ଧାରି ସେତେବେଳେ କହୁଥିଲେ । ଆଉ ଭକ୍ତମାନେବି । ତେବେ ଦିଲ୍ଳୀରେ ସେକ୍ୟୁରୁଟି ଗାଡ଼ କାମ କରି ଅଧିକା ଟଙ୍କା କମାଇପାରୁନଥିଲା ସେଥିପାଇଁ ଆଗ୍ରାର ଗୋଟଏ ହୋଟେଲରେ ଯାଇ ପୁଣି ସେଇଠି ସେକ୍ୟୁରିଟି କାମ କଲା । କିନ୍ତୁ ମନ ନ ଲାଗିବାରୁ ପୁଣି ଦିଲ୍ଲୀ ଆବେ ଏହି ବାବା ଭିମାନ୍ଦ । ଆଉ ତାପରେ କାହାଣୀ ପୁରା ଅଲଗା ।

ଦିଲ୍ଳୀ ଆସିଲାପରେ ଗୋଟିଏ ମସାଜ ପାର୍ଲରେ କାମ କରେ । ଆଉ ସେପଟେ ଆଖ ପାଖ ସାଧୁସନ୍ଥ ମାନଙ୍କ ସହ ମିଶିବା ଆରମ୍ବ କରିଦିଏ ।ଆଉ ସାଧୁ ସନ୍ତ ମାନଙ୍କର କଥା ବାର୍ତକୁ ଲକ୍ଷ କରେ ।ଆଉ ତାପରେ ତାକୁ ଲାଗେ ଯେ ଏମିତି କଥା ବାର୍ତା କରି ବହୁତ ଟଙ୍କା କମାଇହେବ । ଆଉ ତାପରେ ନିଜ ନା ବଦଳାଇ ଶିବ ବାବା ରଖିଦିଏ ଶିବ୍ ମୁର୍ତି । ଆଉ ତାପରେ ପୁଜା ପାଠ ସାଙ୍ଗକୁ ଆରମ୍ବ କରିଦିଏ ପ୍ରବଚନ । ଆଉ ଧିରେ ଲୋକ ଆସିବା ଆରମ୍ବ ହୋଇଯାଏ । ଲୋକମାନଙ୍କ ଇଛା ପୁରଣ କରିବା କଥା କହୁଥିଲା ଆଉ କିଛି ଲୋକଙ୍କ ଇଛା ପୁରଣବି ହେଇଯାଉଥିଲା । ଆଉ ଦେଖୁ ଦେଖୁ ଲୋକମାନଙ୍କ ମନସ୍କାମନା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେବା ଆରମ୍ବ କରିଦିଏ ।

ଏମିତିକି ୧୯୯୭ ସମୟରେ ଏହି ବାବା ପାଖରେ ଏତେ କୋଟି କୋଟି ଟଙ୍କାର ସମ୍ପତି ଦେଖିବାକୁ ମଳେ । ତାପରେ ଦିଲି ପୋଲିସର ନିଜର ଏହି ବାବା ଉପରେ ପଡ଼େ । ଆଉ ପୋଲିସ ଗିରଫ କରେ ଛାଡ଼ିଦିଏ । ଏମିତି ବାରମ୍ବାର ଚାଲେ ସେପଟେ କୋର୍ଟରେ ବି କେଶ ଚାଲିଲା । ଆଉ ଧିରେ ଧରେ ବାବାର ଏସବୁ ଅଭ୍ୟାସ ହୋଇଗଲା ଆଉ ପୋଲିସ ପ୍ରତି ଡ଼ରବି ଚାଲିଗଲା । ଏହାପରେ ଦିଲ୍ଲୀର ରେ ଜାଗା ପରିବର୍ତନ କରିଦିଏ । ଆଉ ନା ରଖେ ଇଛାଧାରି ଭିମାନନ୍ଦ ବାବା ।

Get real time updates directly on you device, subscribe now.