fbpx

Jio ର ସବୁଠାରୁ ଶସ୍ତା ପୋଷ୍ଟପେଡ ପ୍ଲାନ, ଯେଉଁଥିରେ ମିଳିବ ଅନଲିମିଟେଡ ୫ ଜି ଡାଟା

ଓଡିଶା ଭାସ୍କର :Jio ର ପ୍ଲାଟ ଫର୍ମରେ ଅନେକ ରିଚାର୍ଜ ପ୍ଲାନ ମିଳିବ,କମ୍ପାନୀ ଅନେକ ପ୍ଲାନ ସହ ୫ ଜି ଡାଟା ଖାସ ଅଫର ଦେଉଛି । ଯଦି ସବୁଠାରୁ ଶସ୍ତା ପୋଷ୍ଟପେଡ ପ୍ଲାନ ହେଉଛି ୨୯୯ ଟଙ୍କାର ପ୍ଲାନ । ଏହା ଭ୍ୟାଲିଡିଟି ସହିତ ଆସିଥାଏ । ଏଥିରେ ଆପଣଙ୍କୁ ମୋଟ ୩୦ ଜିବିର ଡାଟା ମିଳିଥାଏ । ଏହା ଛଡା ଏଥିରେ ଆପଣ ଚାହିଁଲେ ଏହାକୁ ଗୋଟିଏ ଦିନରେ ବ୍ୟବହାର କରିପାରିବେ କିମ୍ବା ଏହାକୁ ବ୍ୟବହାର ନ କରି ଭ୍ୟାଲିଡିଟି ସମାପ୍ତ ହେବା ପର୍ଯ୍ୟନ୍ତ ରଖି ପାରିବେ ।

ଏହା ଛଡା ଏଥିରେ ଆପଣଙ୍କୁ ଅନଲିମିଟେଡ କଲିଙ୍ଗ ଏବଂ ୧୦୦ ଏସଏମଏସର ବେନିଫିଟ ମଧ୍ୟ ମିଳୁଛି । ଏଥିରେ ଆପଣଙ୍କୁ jio tv ,jio cinemaଏବଂ ଜିଓ କ୍ଲାଉଡର ଅପସନ ମିଳିବ । ଧ୍ୟାନ ରଖନ୍ତୁ ଆପଣଙ୍କୁ ଏହି ପ୍ଲାନ ସହିତ ଜିଓ ସିନେମାର ପ୍ରିମିୟମ ଏକ୍ସସେସ ମିଳିବ ନାହିଁ । ଦେଖିବାକୁ ଗଲେ ଏହି ପ୍ଲାନ ମାସିକିୟା ପ୍ଲାନର ସବୁଠାରୁ ଭଲ ଅପସନ । ଏଥିରେ ଆପଣ ଅନଲିମିଡ ୫ ଜି ଡାଟା ମିଳିବ । ଏଥି ପାଇଁ ଆପଣଙ୍କର୫ ଜି ଫୋନ ଥିବା ଆବଶ୍ୟକ । ଏବଂ ଆପଣଙ୍କୁ ୫ ଜି ଫୋନ ଏନାବଲ ଏରିଆ ରେ ରହିବା ଆବଶ୍ୟକ । ଏହି ପ୍ଲାନ ଆପଣଙ୍କୁ ଅଫର ମିଳୁଛି । ଯାହା ଜିଓ ଗ୍ରାହକ ମାନଙ୍କୁ ଦେଇଛି । ଏବେ କମ୍ପାନୀ ଆପଣଙ୍କୁ ଅନଲିମିଟେଡ ୫ ଜି ପ୍ଲାନ ଦେଉଛି । ଯାହା ଦ୍ୱାରା ଆପଣ ବିନା କୌଣସି ଏକଷ୍ଟ୍ରା ରିଚାର୍ଜରେ ଏହାକୁ ପାଇ ପାରିବେ । ତେବେ ଆପଣଙ୍କୁ ଧ୍ୟାନ କରଖିବା ଆଶ୍ୟକ ଏହି ୫ ଜି ଡାଟା ଏଲିଜିବିଲିଟି ସହିତ ଅସୁଛି । ଏହାର ଏହା ମତଲବ ନୁହେଁ କି ଆପଣଙ୍କୁ ୫ ଜି ଡାଟା ମିଳିବ ।

Get real time updates directly on you device, subscribe now.