fbpx

ନୂଆବର୍ଷ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ: ପାଦଥାପିଛି ନୂଆବର୍ଷ ୨୦୨୪ । ନୂଆବର୍ଷର ସ୍ୱାଗତ ପାଇଁ ଦେଶରେ ଉତ୍ସବର ମାହୋଲ । ତେବେ ନୂତନ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ନୂତନ ବର୍ଷ ୨୦୨୪ର ଅଭିନନ୍ଦନ ଦେବା ସହ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧିର କାମନା କରିଛନ୍ତି ।’

Get real time updates directly on you device, subscribe now.