fbpx

(Video) ରାମମନ୍ଦିର ପ୍ରତିଷ୍ଠାକୁ ନେଇ ଆମେରିକାରେ ହେଲା ରାସ୍ତା ଜାମ୍; ଶହ ଶହ ଗାଡ଼ିରେ ଉଡ଼ିଲା ଶ୍ରୀରାମଙ୍କ ଧ୍ଵଜା

ଓଡ଼ିଶା ଭାସ୍କର: ରାମ ମନ୍ଦିର ପାଇଁ ଆମେରିକାରେ ଭିଡ଼, ଆମେରିକା ରାସ୍ତାରେ ଶହ ଶହ ଲୋକ । ସମସ୍ତଙ୍କ ମୁହଁରେ କେବଳ ଜୟ ଶ୍ରୀରାମ, ଭାରତର ରାମ ମନ୍ଦିର ହେବ ବିଶ୍ୱ ପ୍ରସିଦ୍ଧ ।  ଏହି ଦୃଶ୍ୟ ହେଉଛି ଆମେରିକାର ସେହିଭଳି ଅନ୍ୟକିଛି ଦେଶରେ ଦେଖିବାକୁ ମଳିଛି ଲୋକଙ୍କ ଆଗ୍ରହ । ଯେତେବେେଳେ ସେମାନେ ଖବର ପାଇଲେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ହାତରେ ଭାରତର ଜାତିୟ ପତକା । ତ ଆଉ କାହା ହାତରେ ରାମଙ୍କ ଧ୍ୱଜା ।

ତେବେ ଆପଣବି ଦେଖିଥିବେ ଆଉ ଭଗବାନ ଶ୍ରୀ କୃଷ୍ଟ ହୁଅନ୍ତୁଅବା ରାମଙ୍କର ଭକ୍ତ ବିଦେଶରେ ବି ଅନେକ ରହିଛନ୍ତି । ଏମିତିକି ଜଗନ୍ନାଥଙ୍କ ଭଙ୍କୁ ମଧ୍ୟ ପୁରି ବଡ଼ ଦାଣ୍ଡରେ ନାଚିଗିତ ଗାଉଥିବା ଦେଖିଥିବେ ।
ଖାଲି ଏତିକି ନାହିଁ । ଆମର ଭାଗବାନଙ୍କୁ ସେମାନେ ଏତେ ମାନିଥାନ୍ତି ଯେ ସେମାନଙ୍କ କହିବା ଅନୁଯାଇ ତାଙ୍କ ଜୀବନରେ ବହୁ ପରିବର୍ତନ ବି ଆସିଯାଇଛି ।ଯେଉଁଥିପାଇଁ ସେମାନେ ତାଙ୍କ ଦେଶରେ ଶ୍ରୀରାମ, ଶ୍ରୀକୃଷ୍ଠ ଓ ଶ୍ରୀଜଗନ୍ନାଥଙ୍କୁ ପ୍ରେମ କରିବା ସହ ପୁଜା ଅର୍ଚନା କରିଥାନ୍ତି । ଏମିତିକି ରାସ୍ତାରେ ବିରାଟ ବଡ଼ ବଡ଼ ରାଲି ମଧ୍ୟ କରିଥାନ୍ତି । ଆଉ ଏବେ ରାମମନ୍ଦିର ପ୍ରତିଷ୍ଠା ସମୟରେ ଆମେରିକରେ ମଧ୍ୟ ଦେଖିବାକୁ ମଳିଛି ଏଭଳି ଉତ୍ସାହ ।

Get real time updates directly on you device, subscribe now.