fbpx

ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ; ଓଡ଼ିଶାରେ ଅଛନ୍ତି ୩୦ ମହାବଳ ବାଘ ଓ ୮ ଶାବକ

ଭୁବନେଶ୍ୱର: ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ । ଓଡ଼ିଶାରେ ଅଛନ୍ତି ୩୦ ମହାବଳ ବାଘ ଓ ୮ ଶାବକ । ୩୦ ମହାବଳରୁ ୧୪ ବାଘୁଣୀ ଥିବା ସୂଚନା । କେବଳ ଶିମିଳିପାଳରେ ଅଛନ୍ତି ୨୭ ମହାବଳ ବାଘ । କଳାବାଘ ୪୦ ପ୍ରତିଶତ ଥିବା ବନ୍ୟପ୍ରାଣୀ PCCFଙ୍କ ସୂଚନା ।

Get real time updates directly on you device, subscribe now.