fbpx

(Video)ଆପଣ ଆଗରୁ କେବେ ଦେଖି ନ ଥିବେ ଏପରି ବର୍ଗର, ପୋକ ଭର୍ତ୍ତି ଚାଇନିଜ୍‌ ବର୍ଗର ଦେଖି ୟୁଜରଙ୍କ ମୁଣ୍ଡ ଖରାପ

ଓଡ଼ିଶା ଭାସ୍କର: ଇଣ୍ଟରନେଟ୍‌ରେ ଖାଦ୍ୟପେୟ ସହ ଜଡିତ ବିଭିନ୍ନ ପ୍ରକାର ଭିଡିଓ ସାମ୍ନାକୁ ଆସିଥାଏ । ଏଥିରେ ଜଣେ ବ୍ୟକ୍ତି ଏକ ବର୍ଗର ଖାଉଛନ୍ତି ଯେଉଁଥିରେ ପୋକ ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳୁଛି । ଏହାକୁ ଚାଇନିଜ୍ ବର୍ଗର ନାମ ଦିଆଯାଇଛି । ଭିଡିଓରେ ଦେଖିବାକୁ ମିଳୁଛି କି ବ୍ୟକ୍ତି ଜଣକ ପୋକକୁ ବନ୍‌ରେ ଭରି ଖାଉଛନ୍ତି ।

 

View this post on Instagram

 

A post shared by Eaters Cn (@eaters.cn)

ତେବେ ଭାଇରାଲ୍ ଭିଡିଓକୁ ନେଇ ସୋସିଆଲ ମିଡିଆରେ ବହୁ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି । ୟୁଜର୍ସ କହିଛନ୍ତି ଚୀନ୍‌ରେ ଏପରି ଜିନିଷ ଖାଇବା ଆଦୌ ଠିକ୍ କଥା ନୁହେଁ । କେହି ନୈତିକତାକୁ ନେଇ ପ୍ରଶ୍ନ କରୁଛନ୍ତି ତ ଆଉ କେହି ଏହାର ଟେଷ୍ଟ ବିଷୟରେ ପ୍ରଶ୍ନ କରୁଛନ୍ତି । ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ eaters.cn ନାମକ ଆକାଉଣ୍ଟରେ ସେୟାର କରାଯାଇଛି ।

Get real time updates directly on you device, subscribe now.