fbpx

BIG BREAKING; ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ୱାନ୍ ଡେ ମ୍ୟାଚ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ୱାନ୍ ଡେ ମ୍ୟାଚ୍ । ଭାରତ-ଇଂଲଣ୍ଡ ଭିତରେ ଦିନିକିଆ ମ୍ୟାଚ୍ ବାରବାଟୀରେ ଖେଳାଯିବ। ତେବେ ଏହି ଡେ ନାଇଟ୍ ୱାନ୍ ଡେ ମ୍ୟାଚ୍ ଆସନ୍ତା ବର୍ଷ ୨୦୨୫ ଫେବୃଆରୀ ୯ ତାରିଖରେ ଖେଳାଯିବ ।

ଦ୍ୱିତୀୟ ଦିନିକିଆରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ । ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ଘୋଷଣା କରିଥିବା ଫିକ୍ସରରୁ ଏହା ଜଣା ପଡ଼ିଛି । କହିବାକୁ ଗଲେ ପାଖାପାଖି ପାଞ୍ଚ ବର୍ଷ ପରେ ଏଠାରେ ମ୍ୟାଚ୍ ଖେଳାଯିବ ।

Get real time updates directly on you device, subscribe now.