fbpx

‘ମୁନ୍ନାଭାଇ ଏମବିବିଏସ୍’ ଫିଲ୍ମ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ; SCBରେ ସମୀକ୍ଷା ପରେ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

କଟକ: (ଓଡ଼ିଶା ଭାସ୍କର) ମୁନ୍ନାଭାଇ ଏମବିବିଏସ୍ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି । କଟକ ଏସସିବିରେ ସମୀକ୍ଷା ପରେ ଏପରି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ରୋଗୀଙ୍କୁ ଭଲ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଭିନବ ପରାମର୍ଶ । ଏଣିକି ଡାକ୍ତରଙ୍କୁ ସୁରକ୍ଷା ଓ ରୋଗୀଙ୍କୁ ଚିକିତ୍ସା ସରକାରଙ୍କ ଦାୟିତ୍ୱ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ କେହି ବାଧା ଦେଇପାରିବେନି । କଟକ ଏସସିବି ମେଡିକାଲରେ ଏକ ସମୀକ୍ଷା ପରେ ଏହି ପ୍ରସ୍ତାବ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Get real time updates directly on you device, subscribe now.