• Likes
  • Followers
  • Subscribers
  • Followers
  • Android App
  • Wednesday, August 27, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଛୋଟ ନିବେଶକଙ୍କ ପାଇଁ ଗୁଡ୍ ନ୍ୟୁଜ୍: ଡିମାଟ୍ ଆକାଉଣ୍ଟର ସର୍ବନିମ୍ନ ରାଶିର ସୀମା ୧୦ ଲକ୍ଷକୁ ବୃଦ୍ଧି କଲା SEBI

ଛୋଟ ନିବେଶକଙ୍କ ପାଇଁ ଗୁଡ୍ ନ୍ୟୁଜ୍: ଡିମାଟ୍ ଆକାଉଣ୍ଟର ସର୍ବନିମ୍ନ ରାଶିର ସୀମା ୧୦ ଲକ୍ଷକୁ ବୃଦ୍ଧି କଲା SEBI

By Manas Pradhan Last updated Jul 3, 2024 at 10:39 AM
SEBI
Share

ନୂଆଦିଲ୍ଲୀ: ଶେୟାର ମାର୍କେଟରେ ଛୋଟ ନିବେଶକଙ୍କ ଭାଗିଦାରିତା ବୃଦ୍ଧି ପାଇଁ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଛୋଟ ନିବେଶକଙ୍କ ଉପରେ ପଡ଼ୁଥିବା ବୋଝକୁ କମ୍ କରିବା ପାଇଁ ସେବି ବେସିକ ସର୍ଭିସ୍ ଡିମାଟ ଆକାଉଣ୍ଟର ସର୍ବନିମ୍ନ ରାଶି ବୃଦ୍ଧି କରିଛି । ପୂର୍ବରୁ ଏହି ସୀମା ୨ ଲକ୍ଷ ରହିଥିବା ବେଳେ ଏବେ ତାହାକୁ ୧୦ ଲକ୍ଷ କରି ଦିଆଯାଇଛି । ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ ।

ସେବିର ଏହି ନିଷ୍ପତ୍ତି ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ବେସିକ ସର୍ଭିସେସ ଡିମାଟ ଆକାଉଣ୍ଟରରେ ରଖାଯାଉଥିବା ଅର୍ଥରାଶିର ସୀମା ବୃଦ୍ଧି ହେବା ଫଳରେ ଛୋଟ ନିବେଶକଙ୍କର ଶେୟାର ବଜାର ପ୍ରତି ଅଧିକ ଆଗ୍ରହ ବଢ଼ିବ ଓ ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇ ପାରିବ । ଏହି ଖାତାରେ ପୋର୍ଟଫୋଲିଓର ମୂଲ୍ୟ ଯଦି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବ, ତେବେ ବାର୍ଷିକ ଶୁଳ୍କ ଶୂନ୍ୟ ହେବ । ୪ରୁ ୧୦ ଲକ୍ଷ ଟଙ୍କା ପାଇଁ ବାର୍ଷିକ କେବଳ ୧୦୦ ଟଙ୍କା ଶୁଳ୍କ ଲାଗିବ । ପୋର୍ଟଫୋଲିଓର ମୂଲ୍ୟ ଯଦି ୧୦ ଲକ୍ଷରୁ ଅଧିକ ହେବ ତେବେ ବିଏସଡିଏ ଖାତା ଆପେଆପେ ନିୟମିତ ଡିମାଟ ଖାତାରେ ପରିଣତ ହୋଇଯିବ । ଖାତାଧାରୀଙ୍କୁ ଇଲେକ୍ଟ୍ରୋନିକ ଷ୍ଟେଟମେଣ୍ଟ ପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ । ଫିଜିକାଲ ଷ୍ଟେଟମେଣ୍ଟ ପାଇଁ ୨୫ଟଙ୍କା ଦେବାକୁ ପଡ଼ିବ ।

Share

Prev Post

ହାଇକୋର୍ଟଙ୍କ ବଡ଼ ରାୟ: ସରୋଗାସୀ ମାଧ୍ୟମରେ ମାତୃତ୍ୱ ଲାଭ କରିଥିବା ମହିଳା କର୍ମଚାରୀଙ୍କୁ ମିଳିବ ପ୍ରସବକାଳୀନ ଛୁଟି

Next Post

ସୁସ୍ଥ ହେଲେ ଶ୍ରୀଜୀଉ, ଲାଗି ହେଲା ଦଶମୂଳ

You might also like More from author
Breaking News

ଭୁଶୁଡ଼ି ପଡ଼ିଲା ଚାରି ମହଲା ବିଲ୍ଡିଂ, ୩ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

Rasifala

Love Horoscope: ଆଜି ଏହି ରାଶିର ବ୍ୟକ୍ତିଙ୍କ ସାଥି ସହିତ ହୋଇପାରେ ଝଗଡା, ପରିସ୍ଥିତି ଆହୁରି…

Breaking News

ଚାଷୀଙ୍କୁ ନୂଆଖାଇ ଭେଟି, ଆଜି ଆକାଉଣ୍ଟକୁ 2000 ଟଙ୍କା ପଠାଇବେ ରାଜ୍ୟ ସରକାର

Breaking News

୫୦% ଟାରିଫ ସହ ଲଢ଼ିବାକୁ ଭାରତ କେତେ ପ୍ରସ୍ତୁତ? ଜାଣନ୍ତୁ କ’ଣ ରହିଛି ପିଏମ ମୋଦୀଙ୍କ ପ୍ଲାନ

Astrology

ଗଣେଶ ପୂଜା ଏହି ରାଶିଙ୍କ ପାଇଁ ବହୁତ ଶୁଭ, ଦୂର ହେବ ସବୁ ବିଘ୍ନ, ରୋଜଗାରରେ ହେବ ଅଭିବୃଦ୍ଧି

Breaking News

ଜମ୍ମୁ-କାଶ୍ମୀରରେ ବର୍ଷା-ଭୂସ୍ଖଳନରେ 30 ଜଣଙ୍କ ମୃତ୍ୟୁ, ସ୍କୁଲ କଲେଜ ଛୁଟି 22 ଟ୍ରେନ ବାତିଲ

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଭୁଶୁଡ଼ି ପଡ଼ିଲା ଚାରି ମହଲା ବିଲ୍ଡିଂ, ୩ ମୃତ,…

Love Horoscope: ଆଜି ଏହି ରାଶିର ବ୍ୟକ୍ତିଙ୍କ…

ଚାଷୀଙ୍କୁ ନୂଆଖାଇ ଭେଟି, ଆଜି ଆକାଉଣ୍ଟକୁ 2000…

୫୦% ଟାରିଫ ସହ ଲଢ଼ିବାକୁ ଭାରତ କେତେ…

ଗଣେଶ ପୂଜା ଏହି ରାଶିଙ୍କ ପାଇଁ ବହୁତ ଶୁଭ, ଦୂର…

ଜମ୍ମୁ-କାଶ୍ମୀରରେ ବର୍ଷା-ଭୂସ୍ଖଳନରେ 30 ଜଣଙ୍କ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଭୁଶୁଡ଼ି ପଡ଼ିଲା ଚାରି ମହଲା ବିଲ୍ଡିଂ, ୩ ମୃତ,…

Love Horoscope: ଆଜି ଏହି ରାଶିର ବ୍ୟକ୍ତିଙ୍କ…

ଚାଷୀଙ୍କୁ ନୂଆଖାଇ ଭେଟି, ଆଜି ଆକାଉଣ୍ଟକୁ 2000…

୫୦% ଟାରିଫ ସହ ଲଢ଼ିବାକୁ ଭାରତ କେତେ…

Prev Next 1 of 27,820
© 2025 - TK Digital All Rights Reserved.