fbpx

Big Breaking ନିୟମିତ ଯାଞ୍ଚ ହେବ ସ୍କୁଲ ବସ୍: ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସ୍କୁଲ ବସ୍ ପାଇଁ ଆସିଲା ନୂଆ ନିୟମ । ଏଣିକି ନିୟମିତ ଭାବରେ ସ୍କୁଲ ବସ୍ ର ଅଗ୍ନି ନିରାପତ୍ତା ନିୟମ ଯାଞ୍ଚ କରାଯିବ । ଏଥିରେ ଖିଳାପ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସମସ୍ତ ଆରଟିଓଙ୍କୁ ଚିଠି ଲେଖି ପରିବହନ କମିସନର ସୂଚନା ଦେଇଛନ୍ତି । ବସ୍ ରେ ଯାତାୟତ କରୁଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଏକ ପଦକ୍ଷେପ ନିଆଯାଇଛି । ତେବେ ଏଥିରେ ଖିଲାପ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.