fbpx

ଫ୍ଲାଏ ଓଭରରୁ ଡେଇଁ ପ୍ରାଣ ହାରିଲେ ଯୁବ କ୍ରିକେଟର, ଏହି କାରଣରୁ ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଚେନ୍ନାଇରେ ଜଣେ ଯୁବ କ୍ରିକେଟର ଶୁକ୍ରବାର ସକାଳେ ଗୁଇଁଣ୍ଡିର କାଠିପାରା ଫ୍ଲାଏ ଓଭର ଉପରେ ୨୦ ଫୁଟ ଉଚ୍ଚତାରୁ ଡିଆଁ ମାରି ପ୍ରାଣ ହାରିଛନ୍ତି । ୨୩ ବର୍ଷୀୟ ଏହି ଯୁବକଙ୍କ ପାଖରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ । ହେଲେ ପୋଲିସ କହିଛି ଯେ, ତାଙ୍କର କିଛି ସାଙ୍ଗ କହିଛନ୍ତି ଯେ, ସେ ତାମିଲନାଡୁ ପ୍ରିମିୟର ଲିଗରେ ମନୋନୀତ ନ ହେବାରୁ ବହୁତ ଚିନ୍ତିତ ଥିଲେ । ଏହାପରେ ସେ ନିଜ ଜୀବନ ହାରିଛନ୍ତି । ପୋଲିସ ମୃତକଙ୍କୁ ବିରୁଗମବକ୍କମର ଏସ ସାମୁଏଲ ରାଜ ବୋଲି ଚିହ୍ନଟ କରିଛି ।

Get real time updates directly on you device, subscribe now.