fbpx

ହୀରାକୁଦରେ ଖୋଲିବ ୨୦ ଗେଟ୍: ପ୍ରତି ସେକେଣ୍ଡରେ ୪୦ ହଜାର ୧୨୬ ଘନଫୁଟର ଜଳ ନିଷ୍କାସିତ

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ପ୍ରଥମଥର ବନ୍ୟାଜଳ ନିଷ୍କାସିତ କରିବ ହୀରୀକୁଦ । ଆଜି ତିନୋଟି ପର୍ଯ୍ୟାୟ କ୍ରମେ ହୀରାକୁଦର ୨୦ଟି ଗେଟ ଖେଲାଯିବ । ସକାଳ ୯ଟାରେ ୭ଟି ଓ ୧୨ ଟା ପରେ ଆଉ ୭ଟି ଗେଟ୍ ଖୋଲାଯିବ ।
ସେହିପରି ଅପରାହ୍ନ ୨ଟା ସୁଦ୍ଧା ଆଉ ୬ଟି ଗେଟି ଖୋଲାଯିବ । ଆଜି ସକାଳ ୬ଟା ସୁଦ୍ଧା ହୀରୀକୁଦରେ ଜଳସ୍ତର ୬୧୬.୯୩ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୬ ହଜାର ୬୦୦ ଘନ ଫୁଟର ଜଳ ହୀରୀକୁଦକୁ ପ୍ରବେଶ କରିବା ସହ ପ୍ରତି ସେକେଣ୍ଡରେ ୪୦ ହଜାର ୧୨୬ ଘନ ଫୁଟର ଜଳ ହୀରକୁଦ ବନ୍ଧ ଦେଇ ନିଷ୍କାସିତ ହେଉଛି ।

Get real time updates directly on you device, subscribe now.