fbpx

ଭାରତୀୟ ହକି ଟିମର ଦ୍ୱିତୀୟଥର ବିଜୟ ହାସଲ: ଆୟରଲ୍ୟାଣ୍ଡ ୨-୦ରେ ପଏଣ୍ଟରେ ହାରିଲା

ନୂଆଦିଲ୍ଲୀ: ଆଜି ଭାରତୀୟ ହକି ଟିମ୍ ପ୍ୟାରିସ ଅଲିମ୍ପିକରେ ଆୟରଲ୍ୟାଣ୍ଡକୁ ୨-୦ ପଏଣ୍ଟରେ ହରେଇଛି । ଏହା ଭାରତୀୟ ଟିମକୁ ଦ୍ୱିତୀୟଥର ପାଇଁ ବିଜୟ ଲାଭ କରିଛି । ଏହି ଅଲିମ୍ପିକରେ ସବୁଠାରୁ ଅଧିକ ଗୋଲ୍ ପୁରୁଷ ହକି ଟିମ ପଦର୍ଶନ କରିଛନ୍ତି ।

ସେହିପରି ଅଧିନାୟକ ହରମନପ୍ରୀତଙ୍କ ଡବଲ ଗୋଲ୍ ବଳରେ ଭାରତ ଆଜି ବିଜୟର ସ୍ୱାଦ ଚାଖିଛି। ପ୍ୟାରିସ୍ ଅଲିମ୍ପିକରେ ତାଙ୍କର ଏବେ ୪ ଗୋଲ୍ ହୋଇଯାଇଛି । ପ୍ରଥମ ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଥିଲା । ଏହା ପରେ ଆର୍ଜେଣ୍ଟିନା ବିରୁଦ୍ଧରେ ମୁକାବିଲାରେ ୧-୧ରେ ମ୍ୟାଚ୍ ଡ୍ର ରହିଥିଲା ।

Get real time updates directly on you device, subscribe now.