fbpx

(video): Netflix ର ଏହି ସିନେମାରେ ରୋମାନ୍ସର ସୀମା ପାର, ଘରଲୋକଙ୍କଠୁ ଲୁଚି ନିଜ ପାର୍ଟନର ସହ ଦେଖନ୍ତୁ, ମଜା ନିଅନ୍ତୁ

ଓଡିଶା ଭାସ୍କର: ଓଟିଟି ହେଉଛି ଆଜିର ସିନେମା ହଲର ପରଦା । ଏଠାରେ ଜଣେ ରୋମାଣ୍ଟିକ, ଥ୍ରିଲର, ଆକ୍ସନ ତଥା ହରର ଭଳି ସମସ୍ତ ମିଶ୍ରଣ ତରକାରୀ ଖାଇବାକୁ ପାଇଥାଏ । କିନ୍ତୁ, ଅନେକ ସମୟରେ ଲୋକେ ଇଣ୍ଟିମେଣ୍ଟ ଓ ଇରାଟିକ କଣ୍ଟେଣ୍ଟ ମଧ୍ୟ ଦେଖିବାକୁ ପସନ୍ଦ କରନ୍ତି । ଯଦି ଆପଣ ବି ଏଭଳି ବିଷୟବସ୍ତୁ ଥିବା ସିନେମା ଓ ସିରିଜ ଦେଖିବାକୁ ଚାହାନ୍ତି, ତେବେ ଜାଣନ୍ତୁ ଏହି ସିରିଜ ଓ ସିନେମା ବାବଦରେ ଓ ମଜା ନିଅନ୍ତୁ ନିଜ ପାର୍ଟନର ସହ….

ଅମର : ନେଟପ୍ଲିକ୍ସ (Netflix) ରେ ଗୋଟିଏ ସିନେମା ଅଛି ଯାହାର ନାମ ହେଉଛି ଅମର । ଏହି ସିନେମାର ଜଣେ ଦମ୍ପତି ଲୌରା ଓ କାର୍ଲୋସଙ୍କୁ ନେଇ ଗତିଶୀଳ । ସିନେମାଟିକୁ ଏଷ୍ଟେବନ କ୍ରିସ୍ପୋ ନିର୍ଦ୍ଦେଶନା ଦେଇଛନ୍ତି । ଏହି ସିନେମାରେ ଲୌରା ଓ କାର୍ଲୋସଙ୍କ ମଧ୍ୟରେ ଅନ୍ତରଙ୍ଗ ଦୃଶ୍ୟ ଅସୀମ ଅଟେ । ଯାହାକୁ ଆପଣ ବି ଦେଖିପାରିବେ ।

 

ରିୟଲି ଲଭ: ସିନେମାରେ ଜଣେ ଏକାନ୍ତ ଲୋକର କାହାଣୀ ପ୍ରତିଫଳିତ ହୋଇଥାଏ । ସେ ନିଜର ପ୍ରେମର ସନ୍ଧାନରେ ରହିଥାଏ । ନିଜ ପ୍ରେମକୁ ପାଇବା ପାଇଁ ଜୀବନରେ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡେ । ଏହି ଶୋ’ ରେ ମଧ୍ୟ ଇଣ୍ଟିମେଣ୍ଟ ଓ ଇରାଟିକ ଦୃଶ୍ୟର ସମ୍ଭାର ଭରି ରହିଛି ।

ପ୍ଲେଇଂ ୱିଥ ଫାୟର: ସ୍ପେନିସ ଭାଷାର ଏହା ୧୦ ଏପିସୋଡ ବିଶିଷ୍ଟ ଏକ ସିରିଜ । ସିରିଜରେ ଗୋଟିଏଠୁ ବଳି ଆଉ ଗୋଟିଏ କାହାଣୀ ସାଙ୍ଗକୁ ଅନ୍ତରଙ୍ଗ ଦୃଶ୍ୟ ରହିଛି । ନିଜର ପାର୍ଟନର ସହ ଏହାକୁ ଆପଣ ଥରୁଟିଏ ତ ନିଶ୍ଚିତ ଦେଖିବା ଆବଶ୍ୟକ । ମାତ୍ର ଭୁଲରେ ବି ଏହାକୁ ପରିବାର ସହ ଦେଖନ୍ତୁ ନାହିଁ ।

ୟୁ ଗେଟ ମି: ହୋଲି ଓ ଟାୟଲରଙ୍କ ମଧ୍ୟରେ ଘଟିଥିବା ୱାନ ନାଇଟ ଷ୍ଟାଣ୍ଡକୁ ଏଥିରେ ସୁନ୍ଦର ଭାବରେ ଦେଖାଯାଇଛି । ହୋଲିଙ୍କ ମନରେ ଟାୟଲରଙ୍କ ପାଇଁ ସିନେମାରେ ପ୍ରେମର ସୀମା ଅନନ୍ତ ଓ ଅସୀମ ହୋଇ ଉଠେ । ତାହା ସାଙ୍ଗକୁ ଉଭୟଙ୍କ ପ୍ରେମ ରୋମାନ୍ସର ସମସ୍ତ ସୀମାକୁ ପାର କରି ଯାଏ ।

ଡାର୍କ ଡିଜାୟର: ଡାର୍କ ଡିଜାୟରର କାହାଣୀ ମଧ୍ୟ ଇଣ୍ଟମେଣ୍ଟ ସିନକୁ ହିଁ ନେଇ ଗତିଶୀଳ । ଯାହା ରାତିରେ ପାର୍ଟନରଙ୍କ ମଧ୍ୟରେ ତାତି ବଢାଇବା ଥୟ । ରୋମାନ୍ସ ଓ ଥ୍ରିଲର ସାଥିରେ ଇଣ୍ଟିମେଣ୍ଟ ଦୃଶ୍ୟ ଫ୍ରିରେ ମିଳିଥାଏ ।

Get real time updates directly on you device, subscribe now.