fbpx

କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ-ମହିଳା ନିଖୋଜ ଘଟଣାରେ ଟ୍ୱିଷ୍ଟ୍; ଉଭୟ ଜୀବିତ ଉଦ୍ଧାର

କଟକ: (ଓଡ଼ିଶା ଭାସ୍କର) କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ-ମହିଳା ନିଖୋଜ ଘଟଣାରେ ଟ୍ୱିଷ୍ଟ୍ । ଉଭୟ ଜୀବିତ ଉଦ୍ଧାର ହୋଇଛନ୍ତି । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଇଲା ପୋଲିସ । ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି ନଦୀକୁ ଡେଇଁଥିଲେ ପୁରୁଷ-ମହିଳା । ଗତକାଲି ସନ୍ଧ୍ୟାରେ ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁପଡ଼ିଥିଲେ । ସମସ୍ତେ ସେମାନଙ୍କୁ ସ୍ୱାମୀ-ସ୍ତ୍ରୀ ଭାବୁଥିଲେ । ହେଲେ ଉଭୟେ ସମ୍ପର୍କରେ ଶଳାଭାଉଜ ଓ ନଣନ୍ଦେଇ ହୋଇଥିବା ସୂଚନା ।

Get real time updates directly on you device, subscribe now.