fbpx

ଦୁର୍ନୀତିଖୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ: ଜଷ୍ଟିସ୍ ଅରିଜିତ ପଶାୟତ

ଭୁବନେଶ୍ୱର: ‘ସରକାରୀ ଅଧିକାରୀମାନେ ନିଜ କମ ଠିକ୍ ଭାବେ କରନ୍ତୁ । କୌଣସି ପ୍ରକାର ଦୁର୍ନୀତି ସହ୍ୟ କରାଯିବ ନାହିଁ । ଦୁର୍ନୀତି ବିଷୟରେ ଜାଣିଲେ ସୂଚନା ଦିଅନ୍ତୁ । ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇର ଯାଞ୍ଚ୍ ହେବ । ଭିଜିଲାନ୍ସ ଜଣଙ୍କୁ ଧରିଲେ ଇଡି, ଆଇଟି ମଧ୍ୟ ଯାଞ୍ଚ୍ କରିବ’, ରାଜ୍ୟରେ ବଡ଼ ଜିଏସଟି ଠକେଇ ମାମଲା ସାମ୍ନାକୁ ଆସିବା ନେଇ ସୂଚନା ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ ।

ଦୁର୍ନୀତିଖୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବେଲି କହିଛନ୍ତି ଜଷ୍ଟିସ୍ ଅରିଜିତ ପଶାୟତ । ଏହା ସହ ‘ଅନଲାଇନ୍ ଗ୍ୟାମ୍ବଲିଂ’ ଠାରୁ ଯୁବପିଢ଼ିଙ୍କୁ ଦୂରେଇ ରହିବା ପାଇଁ କହିଛନ୍ତି । ଅନଲାଇନ୍ ଗ୍ୟାମ୍ବଲିଂ ବହୁତ ବିପଦପୂର୍ଣ୍ଣ ଅଟେ ।

Get real time updates directly on you device, subscribe now.