fbpx

ନିର୍ଭୟା ମାମଲା:୨୪ ଜାନୁଆରୀରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲ,୧୯ ।୧୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ପବନ କୁମାର ଗୁପ୍ତାର ଆବେଦନ ଉପରେ ଶୁଣାଣି ଘୁଞ୍ଚିଲା । ଦିଲ୍ଲୀ ହାଇକୋର୍ଟରେ ଆସନ୍ତା ୨୪ ଜାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପବନର ଓକିଲ ଏପୀ ସିଂହ ନୂଆ ଦସ୍ତାବିଜ୍ ଆଗତ କରିବାକୁ ସମୟ ମାଗିଛନ୍ତି । ଏଥିପାଇଁ କୋର୍ଟ ଏହି ଶୁଣାଣିକୁ ଘୁଞ୍ଚାଇଛନ୍ତି ।

ତେବେ ଗିରଫ ବେଳେ ନିଜକୁ ନାବାଳକ ଦର୍ଶାଇ ପିଟିସନ ଦାଖଲ କରିଥିଲା ପବନ । ନିଜକୁ ନ୍ୟାୟିକ ସୁବିଧା ନମିଳିବାକୁ ନେଇ ସେ ଅପିଲ କରିଥିଲା । ନିର୍ଭୟା ମାମଲାରେ ସୁପ୍ରିମକୋର୍ଟ ପବନକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । କିନ୍ତୁ ଶୁଣାଣି ଘୁଞ୍ଚିବାରୁ ପବନକୁ ୨୪ ତାରିଖ ମଧ୍ୟରେ ଫାଶୀ ଦିଆଯିବ ନାହିଁ ।

Get real time updates directly on you device, subscribe now.