fbpx

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ: (ଓଡ଼ିଶା ଭାସ୍କର) ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । କୋର୍ଟରେ ମହିଳାଙ୍କ ବେଲ୍‌ ପ୍ରସଙ୍ଗ ନେଇ ଅସନ୍ତୋଷ ପ୍ରକାଶ କଲେ ମାଜିଷ୍ଟ୍ରେଟ୍‌ । ତଳକୋର୍ଟ ଜୁଡିସିଆଲ ପରିବର୍ତ୍ତେ, ମେକାନିକାଲ ମାଇଣ୍ଡ ବ୍ୟବହାର କରିଛନ୍ତି ।

ଜାମିନ ପ୍ରଦାନ ଓ ଖାରଜ କରିବାର କାରଣ ଦର୍ଶାଇବା ନିୟମ ରହିଛି । ଏନେଇ ସୁପ୍ରିମକକୋର୍ଟଙ୍କ କଡ଼ା ନିର୍ଦ୍ଦେଶନାମା ରହିଛି କହିଲେ ମାଜିଷ୍ଟ୍ରେଟ୍‌ । ସମସ୍ତ ମାଜିଷ୍ଟ୍ରେଟ୍‌ମାନଙ୍କୁ ସଚେତନ କରିବାକୁ ଖୋର୍ଦ୍ଧା ଜିଲ୍ଲା ଜଜ୍‌ଙ୍କୁ କହିଲେ ହାଇକୋର୍ଟ ।

Get real time updates directly on you device, subscribe now.