fbpx

କଟକ ମାଳିସାହି ହେଲା କଣ୍ଟେନମେଣ୍ଟ ଜୋନ୍‌

କଟକ,୪/୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢି ଚାଲିଛି। ଗତକାଲି ରାଜ୍ୟରେ ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ କଟକ ମାଳିସାହି କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ ହୋଇଛି।ଗତକାଲି ୧୩ ଜଣ ପଜିଟିଭ ବାହାରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଅଞ୍ଚଳକୁ ସିଲ୍‌ କରିଛି ସିଏମସି। ଆଜି କଣ୍ଟାକ୍ଟ ଟ୍ରେସିଂ ହେବା ସହ ଅଞ୍ଚଳରେ ଡୋର୍‌ ଟୁ ଡୋର୍‌ ସର୍ଭେ ହେବ ବୋଲି ଜଣା ପଡ଼ିଛି।

Get real time updates directly on you device, subscribe now.